ଖେଷ୍ଟାଙ୍ଗ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଷ୍ଟାଙ୍ଗ୍
ଉଚ୍ଚାରଣ: Kheshṭāṅg

ପ୍ରାଦେ. (ବାଲେଶ୍ବର) ବି —

ଖଷ୍ଟାଙ୍ଗ୍; ସ୍ଥାନତ୍ୟାଗ — Going away from a place.

ଶ୍ରୀନାୟକେ କହିଲେ,ସ ଗୁମସ୍ତା ବାବୁ , ଆପଣ ଖେଷ୍ଟାଙ୍ଗ କରିବା ନାହିଁ; ଆପଣ ଟିକିଏ ମୋ କଥା ଶୁଣନ୍ତୁ—ଫକୀରମୋହନ. ଗଳ୍ପସ୍ବଳ୍ପ