ଖୋଖୋ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଖୋ
ଉଚ୍ଚାରଣ: Khokho

ପ୍ରାଦେ. (ମେଦିନୀପୁର, ବାଲେଶ୍ବର ଓ ଗଡଜାତ; ନିରର୍ଥକ) ଅ —

ଓଡ଼ିଆ-ଗଡଜାତ, ବାଲେଶ୍ବର ଓ ମେଦିନପୁର ଅଞ୍ଚଳରେ ଶିବିକାବହୀମାନଙ୍କର ଡାକ — A singsong vociferation of the Palki-bearers in the Orissa agency tracts, Balasore and Midnapur.

ଦେ. (ଧ୍ଵନ୍ୟନୂକରଣ)ଅ —

କୌଣସି ଫମ୍ଫା ବା ଦଦରା ବସ୍ତୁକୁ ଆଘାତ କଲେ ତହିଁରୁ ଉତ୍ପନ ହେବା ଶଦ୍ଦ — The sound of hollow and broken things when struck.