ଖୋଜିବା
ଦେଖଣା
ଖୋଜିବା —
ଉଚ୍ଚାରଣ: Khojibā
খোঁজা
खोजना
(ଖୋଜାଇବା—ଣିଜନ୍ତ)
ଦେ. କ୍ରି. (ଆ. ଖୌଜ୍= ଅନୁସନ୍ଧାନ; ତୁଳ ସଂ. ଖୁଜ ଧାତୁ ଚୋରି କରିବା ଓ ସଂ. ଖଜ ଧାତୁ= ବିଲୋଡନ କରିବା) —
୧: ଅନ୍ବଶ୍ବେଣ କରିବା —୧. To search after.
ଆଙ୍ଗୁଳ ମାତ୍ର ସ୍ଥାନ ନ ଛାଡି ଖୋଜିବା— କୃଷ୍ଣସିଂହ. ମହାଭାରତ. ବନ
୨: ଅନୁସନ୍ଧାନ କରିବା — ୧. To enquire after.
ବୋଇଲେ ଖୋକ ଝିଅ ଯୁଆଁ ଇକି ମୋର—କୃଷ୍ଣସିଂହ ମହାଭାରତ ବନ
୩: ବରପାତ୍ର ବା କନ୍ୟାପାତ୍ରର ସନ୍ଧାନ କରିବା — ୩. To look after a suitable bride or bridegroom.
[ଦ୍ର— ଏହି କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା,ପାଇବା ସମାପିକା କ୍ରିୟାମାନ ଯୁକ୍ତ ହୁଏ]