Jump to content

ଖୋଜିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଜିବା
ଉଚ୍ଚାରଣ: Khojibā
খোঁজা खोजना

(ଖୋଜାଇବା—ଣିଜନ୍ତ)

ଦେ. କ୍ରି. (ଆ. ଖୌଜ୍= ଅନୁସନ୍ଧାନ; ତୁଳ ସଂ. ଖୁଜ ଧାତୁ ଚୋରି କରିବା ଓ ସଂ. ଖଜ ଧାତୁ= ବିଲୋଡନ କରିବା) —

୧: ଅନ୍ବଶ୍ବେଣ କରିବା —୧. To search after.

ଆଙ୍ଗୁଳ ମାତ୍ର ସ୍ଥାନ ନ ଛାଡି ଖୋଜିବା— କୃଷ୍ଣସିଂହ. ମହାଭାରତ. ବନ

୨: ଅନୁସନ୍ଧାନ କରିବା — ୧. To enquire after.

ବୋଇଲେ ଖୋକ ଝିଅ ଯୁଆଁ ଇକି ମୋର—କୃଷ୍ଣସିଂହ ମହାଭାରତ ବନ

୩: ବରପାତ୍ର ବା କନ୍ୟାପାତ୍ରର ସନ୍ଧାନ କରିବା — ୩. To look after a suitable bride or bridegroom.

[ଦ୍ର— ଏହି କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା,ପାଇବା ସମାପିକା କ୍ରିୟାମାନ ଯୁକ୍ତ ହୁଏ]