ଖୋଲସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଲସା
ଉଚ୍ଚାରଣ: Kholasā

ପ୍ରାଦେ. (ଗଞ୍ଜାମ) ବି —

ଖୋବା; କୀଳା (ଏହାକୁ ବାଡ଼ରେ ପୋତନ୍ତି) —Short stout pegs (used in fences).

ଦେ. ବି ଓ ବିଣ —

ଖୋଲସା (ଦେଖ) Kholāsā (See)

ସବୁ ଖୋଲସା କରି କହିଦେବା ଉଚିତ ଫକୀରମୋହନ. ଛମାଣଆଠଗୁଣ୍ଠ