ଖୋସାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋସାଣି
ଉଚ୍ଚାରଣ: Khosaṇi
টাঁক্ गिरह; गाँठ

ଦେ. ବି —

୧: ପିନ୍ଧିବା ଲୁଗାକୁ ଦେହରେ ଦୃଢ଼ କରି ଅଟକାଇ ରଖିବା ନିମନ୍ତେ ଅଣ୍ଟାପାଖରେ ପଡ଼ିବା ଗଣ୍ଠି ବା ଖୋସିବା ଅଂଶ; ପରିହିତ—ବସ୍ତ୍ର—ବନ୍ଧନ—ଗ୍ରନ୍ଥି — ୧. Knot of cloth tucked round the loins while wearing a cloth.

୨: ଅଣ୍ଟାରେ ଲୁଗା ଖୋସିବା —୨. Tucking of cloth; act of tying a knot at the waiste.

୩: ଲାଞ୍ଚ; ଉତ୍କୋଚ —୩. Bribe; illegal gratification.

୪: ଗୁଡ଼ିଆମାନେ ବଣାରେ ଥିବା ଟାଣୁଆଁ ଗୁଡ଼କୁ ଖୋଳିବା ନିମନ୍ତେ ବ୍ୟବହାର କରିବା ଲୁହାର ଛୋଟ ଖଣତି — ୪. A small long iron-rod to dig hard molasses from a pot.

ପ୍ରାଦେ (ସିଂହଭୂମ) ବି —

ଲୁହାଖଡ଼ିକା — The frying iron-rod.