ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ତୃତୀୟ ବ୍ୟଞ୍ଜନ ବର୍ଣ୍ଣ — The third consonant of Sanskrit and Oriya; corresponding to the hard (guttral) sound of the English letter 'G'

[ଦ୍ରଷ୍ଟବ୍ୟ —ଏଥର ଉଚ୍ଚାରଣ ସ୍ଥାନ କଣ୍ଠ; ଏହା କ ବର୍ଗର ତୃତୀୟ ବର୍ଣ୍ଣ]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୈ ଧାତୁ=ଗାନ କରିବା; ଶବ୍ଦ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଗଣେଶ —୧. Gaṇeṡa, the younger son of Mahādeba.
୨. ଗନ୍ଧର୍ବ —୨. A class of Heavenly Beings expert in singing and music.
୩. ଗଗନ —୩. Sky.
୪. (+ଭାବ. ଅ) ଗାନ —୪. Singing.
୫. (+କର୍ମ. ଅ) ସଙ୍ଗୀତ; ଗୀତ —୫. Song.
୬. (ଗମ୍ ଧାତୁ+କର୍ମ. ଅ) ସୁମେରୁ — ୬. The Sumereu Mountain.
୭. ସ୍ୱର୍ଗ —୭. Heaven.
୮. ଗୁରୁ —୮. Preceptor; teacher.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. (ଗୈ ଧାତୁ+କର୍ତ୍ତୃ. ଅ)—ଗାୟକ; ଗାନାକାରୀ —୧. Singing.
୨. (ଗମ ଧାତୁ+କର୍ତ୍ତ. ଅ) (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଏହି ଆକାର ଧାରଣ କରେ, ଯଥା—ଊର୍ଧ୍ୱଗ, ଶୀଘ୍ରଗ)—ଗତିକାରୀ; ଗମନକାରୀ — ୨. (asuffix) Going; moving.

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

ଗଅ (ଦେଖ) - Gaa (See)