ଗଅଁତିଆ
ଦେଖଣା
ଗଅଁତିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଗ୍ରାମାଧିପତି)
[ସମ୍ପାଦନା]- ୧. ଗ୍ରାମର ପ୍ରଜାମାନଙ୍କଠାରୁ ରାଜକୀୟ କର ଆଦାୟ କରି ରାଜକୋଷର୍ ଦାଖଲ କରିବାପାଇଁ ସରକାରଙ୍କଠାରୁ ଭାରପ୍ରାପ୍ତ ବ୍ୟକ୍ତି — ୧. The Revenue-collector of a village.
- ୨. ଗଭର୍ଣ୍ଣମେଣ୍ଟଙ୍କ ସଙ୍ଗେ କୌଣସି ଗ୍ରାମପକ୍ଷରୁ ରାଜକୀୟ ବ୍ୟବହାର କରିବା ପାଇଁ ଗଭର୍ଣ୍ଣମେଣ୍ଟ୍ ଙ୍କଦ୍ୱାରା ନିର୍ବାଚିତ ବ୍ୟକ୍ତି —୨. Village head man.
ଗାଏଁ ଗଅଁତିଆ ରାଇନେ ରଜା—ଢଗ