ଗଅଁଲି

ଉଇକିଅଭିଧାନ‌ରୁ

ଗଅଁଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ -(ସଂସ୍କୃତ - ଗ୍ରାମ୍ୟ; ଗ୍ରାମୀଣ)[ସମ୍ପାଦନା]

୧. ଗ୍ରାମ୍ୟ; ଗାଉଁଲି —୧. Belonging to a village.
୨. ମଫସଲିଆ —୨. Living in mofassal.
୩. ଏକ ଗ୍ରମବାସୀ — ୩. Living in or resident of the same village.