ଗଅଁ ଗଅଁ
ଦେଖଣା
ଗଅଁ ଗଅଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ; ତୁଳନା - ଇଂରାଜୀ - ଗ୍ରୋନ୍)
[ସମ୍ପାଦନା]- ୧. ବିଶେଷ ପ୍ରହାର ଓ ମୂର୍ଛାଦିଜନିତ କଷ୍ଟଯୋଗୁଁ ମନୁଷ୍ୟ ବା ପଶୁ କଣ୍ଠରୁ ଯେଉଁ ଅବ୍ୟକ୍ତ ଓ ଦୀର୍ଘ ଧ୍ୱନି ବାହାରେ —୧. A person's or an animal's groaning sound (due to pain caused by excessive beathing or fit of any illness.