ଗଇଁ

ଉଇକିଅଭିଧାନ‌ରୁ

ଗଇଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବହୁତ କାମ କରିବା ଯୋଗୁଁ କାମ କରିବା ଅଙ୍ଗ (ଯଥା—ଆଙ୍ଗିଠି, ବାହୁ, କନ୍ଧ, ଖୁଆମୂଳ)ରେ ଜାତ ହେବା ବେଦନାଯୁକ୍ତ ବ୍ରଣବିଶେଷ —A painful boil on a joint or a limb due to over- work; corns.

ପ୍ରାଦେଶିକ - (ସମ୍ୱଲପୁର; ସିଂବଭୂମ) ବିଶେଷ୍ୟ - (ସଂସ୍କୃତ - ଜାମାତା)[ସମ୍ପାଦନା]

ଭଗିନୀପତି; ଭିଣୋଇ —One's sister's husband.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

୧. ଭଉଣୀର ଶଶୁର — ୧. Sister's father-in-law.
୨. ସ୍ତ୍ରୀଲୋକର ଭଉଣୀ—ଜୋଇଁ —୨. Sister's husband.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ସ୍ତ୍ରୀ ଲୋକ ଆପଣାର ବଡ଼ ବା ସାନ ଊଉଣୀର ସ୍ୱାମୀଙ୍କୁ ଡାକିବାର ସମ୍ୱୋଧନ — A word used by a woman in addressing her sister's husband.

ପ୍ରାଦେଶିକ - (କଟକ,କେନ୍ଦ୍ରାପଡ଼ା) ବିଶେଷ୍ୟ -[ସମ୍ପାଦନା]

ବହୁତ ମାଡ଼ ଖାଇବା ଯୋଗୁଁ ଅଙ୍ଗରେ ଜାତ ହେବା ବେଦନା —Pain due to excessive beating.