ଗଇଁଠା

ଉଇକିଅଭିଧାନ‌ରୁ

ଗଇଁଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୁଣ୍ଟିକ=ଘଷି; ଏହା ଘଷିପରି ହାତରେ ବଳାଯିବାରୁ)[ସମ୍ପାଦନା]

ଚାଉଳ ଚୂନାକୁ ପ୍ରଥମେ ବାମ୍ପରେ ସିଝାଇ ସେ ଖଳିକୁ ଗୋଟି କରି ବଳି ପରେ ପାଣିରେ ସିଝାଇ ତିଆରି କରିବା ପିଠା; ଗେଟେଇ —A cake made of rice- flour boiled in steam.

ଆଜି ଖୁଦଯାଉ , କାଲି ଗଇଁଠା, ପଅରି ତିନକୁ ଦାରୀଅଇଁଠା—ତଗ

ଦେଶଜ - ବିଶେଷଣ - (ସଂସ୍କୃତ - ଗ୍ରନ୍ଥି)[ସମ୍ପାଦନା]

ଦୁଇଖଣ୍ଡି ସୂତା ବା କନା ବା ଲୁଗା ଏକତ୍ର ଗଣ୍ଠି ପଡ଼ି ସଂଯୁକ୍ତ କରା ଯାଇଥିବା (ବସ୍ତ୍ର) — (cloth) Consisting of two tattered pieces of rags or steings knotted together.