ଗଇବି ଖେଳ

ଉଇକିଅଭିଧାନ‌ରୁ

ଗଇବି ଖେଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆରବୀ - ଗାୟବ୍; ଗୟେବ୍; ଗୈବ୍+ସଂସ୍କୃତ - ଖେଳା)[ସମ୍ପାଦନା]

ଦାବା ବା ସତରଞ୍ଜି ଖେଳରେ ପାଲିରେ ଛକ ନ ଦେଖି ପାଲିଠାରୁ ଦୂରରେ ବସି ଗୋଟି ଚଳାଇବା — Chess-play carried on from a distance without looking at the chess-board.