ଗଇର୍

ଉଇକିଅଭିଧାନ‌ରୁ

ଗଇର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷଣ - (ଆରବୀ - ଗୈର୍=ଅନ୍ୟ; ବିଭିନ୍ନ)[ସମ୍ପାଦନା]

୧. (ଅନ୍ୟ ଶଦ୍ଦ ପୂର୍ବେ ଲାଗେ) ନୁହେଁ — ୧. Not; the English prefix-un.

(ଯଥା, ଗଇର୍, ହାଜର୍)

୨. ଅନ୍ୟ —୨. Other than; another.

(ଯଥା—ଗଇର୍ ଇଲାକା)

୩. ଗଇର୍ ଖରଚା (ଦେଖ) - ୩. Gairkharachā (See)

ଦେଶଜ - ବିଶେଷଣ -[ସମ୍ପାଦନା]

ଗଇରି (ଦେଖ) - Gairi (See)