Jump to content

ଗଉଡ଼କଷା

ଉଇକିଅଭିଧାନ‌ରୁ

ଗଉଡ଼କଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତି) ବିଶେଷ୍ୟ -[ସମ୍ପାଦନା]

ବନ୍ୟଲତାବିଶେଷ — Maba Buxifolia (Haines).

[ଦ୍ରଷ୍ଟବ୍ୟ —ଏଥିରେ ପେନ୍ଥା ପେନ୍ଥା ହୋଇ ଶିମ୍ୱ ମଞ୍ଜି ପରି କୋଳି ଧରେ କୋଳି ପାଚିଲେ ମଧୁରିଆ ଓ କଷା ଲାଗେ; ଲୋକେ ଏ କୋଳି ଖାଅନ୍ତି]