ଗଉଡ଼ଗୋଖା
ଦେଖଣା
ଗଉଡ଼ଗୋଖା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସହଚର)
[ସମ୍ପାଦନା]ଓଡ଼ିଶାର ଗାଈଚରା ଗଉଡ଼ ଜାତି ଓ ମାଛଧରା ଗୋଖା ଜାତି — The cowherd and the fisherman castes of orissa.
ଦେଶଜ - ବିଶେଷଣ - ପୁଂ. (ପୁରୁଷଙ୍କୁ ଦିଆଯିବା ଗାଳି; ଓଡ଼ିଶାର ଏ ଦୁଇ ଜାତି ନିର୍ବୁଦ୍ଧିଆ ଥିବାର ପ୍ରବାଦ ଥିବାରୁ)
[ସମ୍ପାଦନା]- ୧. ଗଜମୂର୍ଖ; ଅତି ନିର୍ବୁଦ୍ଧିଆ — ୧. (a form of abuse) Very stupid.
- ୨. ଅଖାଡ଼ୁଆ —୨. Fool-hardy.
- ୩. ମଗରା —୩. Obstinate; headstrong.