ଗଉଡ଼ଗୋଖା

ଉଇକିଅଭିଧାନ‌ରୁ

ଗଉଡ଼ଗୋଖା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର)[ସମ୍ପାଦନା]

ଓଡ଼ିଶାର ଗାଈଚରା ଗଉଡ଼ ଜାତି ଓ ମାଛଧରା ଗୋଖା ଜାତି — The cowherd and the fisherman castes of orissa.

ଦେଶଜ - ବିଶେଷଣ - ପୁଂ. (ପୁରୁଷଙ୍କୁ ଦିଆଯିବା ଗାଳି; ଓଡ଼ିଶାର ଏ ଦୁଇ ଜାତି ନିର୍ବୁଦ୍ଧିଆ ଥିବାର ପ୍ରବାଦ ଥିବାରୁ)[ସମ୍ପାଦନା]

୧. ଗଜମୂର୍ଖ; ଅତି ନିର୍ବୁଦ୍ଧିଆ — ୧. (a form of abuse) Very stupid.
୨. ଅଖାଡ଼ୁଆ —୨. Fool-hardy.
୩. ମଗରା —୩. Obstinate; headstrong.