ଗଉଣି

ଉଇକିଅଭିଧାନ‌ରୁ

ଗଉଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗେଣୀ)[ସମ୍ପାଦନା]

ଶସ୍ୟାଦିର ପରିମାଣ ପାତ୍ର — A corn-measure.

[ଦ୍ରଷ୍ଟବ୍ୟ —ଏହା ବେତ କିମ୍ୱା ପିତଳନିର୍ମିତ ଭିନ୍ନ ଭିନ୍ନ ଅଞ୍ଚଳରେ ଗଉଣିର ପରିମାଣ କଟକ ୨ସେର ଠାରୁ ୮ସେର; ଏଥିର ସାଙ୍କେତିକ ଚିହ୍ନ 'ଗୌ'; ସାତ ଗୌଣି ଲେଖିବାକୁ ହେଲେ ଗୌ ୭/?/: ଲେଖାଯାଏ ୨ ଗୌଣି= ୧ପଉଟି ୪ ଗୌଣି= ୧ ଡ଼ୋଲି ୮ ଗୌଣି=୧ ଭରଣ ଗଉଣିର ୧୨: ଭାଗ ପରିମିତ ପାତ୍ରକୁ ସେର ବା କଠା ବା ପାହିଲି ବୋଲାଯାଏ]

ପ୍ରାଦେଶିକ - (ଗଞାମ) ବିଶେଷ୍ୟ -[ସମ୍ପାଦନା]

ଭୂମିର ପରିମାଣବିଶେଷ — A standard area of land.

ଗ୍ରାମରେ ଗଉଣିଏ ଗୋଚର ଭୂମି ରହିଲା ନାହିଁ—ପଲ୍ଲୀ ବାସୀ୧୫୩୨୯: