Jump to content

ଗଗନ

ଉଇକିଅଭିଧାନ‌ରୁ

ଗଗନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗମ ଧାତୁ=ବ୍ୟାପିବା+କର୍ତ୍ତୃ. ଅନ)

[ସମ୍ପାଦନା]
୧. ଆକାଶ —୧. The sky.
୨. (ଗଣିତ) ଶୂନ୍ୟ —୨. (mathematics) Zero.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଗଗନବିହାରୀର ଡ଼ାକନାମ — Name of calling Gaganabihārī