ଗଙ୍ଗଶିଉଳି

ଉଇକିଅଭିଧାନ‌ରୁ

ଗଙ୍ଗଶିଉଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ତେଲୁଗୁ - ପାରିଜାତପୁ
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଙ୍ଗା ଓ ଶେଫାଳୀ)[ସମ୍ପାଦନା]

ଶେଫାଳୀକାଗଛ ଓ ତହିଁର ଶୁକ୍ଳପାଖୁଡ଼ା ଓ ନାଲି ଡ଼େମ୍ଫଯୁକ୍ତ ମୃଦୁ— ଗନ୍ଧଯୁକ୍ତ ଫୁଲ —Night-flowering jasmine; the weeping Nyctanthus (flowers with white petals and red stalks).