ଗଙ୍ଗାଜ

ଉଇକିଅଭିଧାନ‌ରୁ

ଗଙ୍ଗାଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଙ୍ଗା+ ଜନ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଗଙ୍ଗାଦେବୀଙ୍କ ପୁତ୍ର ଭୀଷ୍ମ — ୧. Bhīshma, the son of Gaṅgā.
୨. ଗଙ୍ଗାଙ୍କ ପାଳିତପୁତ୍ର କାର୍ତ୍ତିକେୟ — ୨. Kārttikeya, the foster-son of Gaṅgā.