ଗଙ୍ଗାଜଳି

ଉଇକିଅଭିଧାନ‌ରୁ

ଗଙ୍ଗାଜଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗଙ୍ଗାଜଳ ପରି ଈଷତ୍ ନୀଳବର୍ଣ୍ଣ — ୧. Slightly blue colour like the water of the Ganges.
୨. ବଙ୍ଗ ଦେଶରେ ତିୟାରି ପତଳା କାଚ ଶିଶି — ୨. A kind of thin glass bottle manufactured in Bengal.
୩. ଗଙ୍ଗାଜଳ ସ୍ଫର୍ଶପୂର୍ବକ ଶପଥ — ୩. Taking oath by touching the Ganges-water.
୪. ବଙ୍ଗର ଏକ ଜାତୀୟ ବ୍ରାହ୍ମଣ — ୪. A set of Brahmans of Bengal.


୫. ଗଙ୍ଗାଜଳ ସଞ୍ଚୟ କରି ରଖିବା ନିମନ୍ତେ ବ୍ୟବହୃତର ଏକ ପ୍ରକାର ପାତ୍ର ବା ସୋରେଇ ବା ଶିଶି — ୫. A narrow-mouthed pitcher or glass- bottle for sroring and carrying Ganges-water.

ଦେଶଜ - ବିଶେଷଣ -[ସମ୍ପାଦନା]

ଗଙ୍ଗାଜଳ ପରି ସ୍ୱଚ୍ଛ ଓ ଈଷତ୍ ନୀଳ — Slightly blue and tranparent like the water of the Ganges (which is very deep).