ଗଙ୍ଗାଜଳି କରିବା

ଉଇକିଅଭିଧାନ‌ରୁ

ଗଙ୍ଗାଜଳି କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଅନ୍ତିମ କାଳରେ ମୂର୍ମୂର୍ଷୂ ବ୍ୟକ୍ତିର ମୁଖରେ ଗଙ୍ଗାଜଳ ଦେବା — ୧. To put Ganges-water to the mouth of a dying person.
୨. ହାତରେ ଗଙ୍ଗାଜଳ ନେଇ ଶପଥ କରିବା — ୨. To swear by touching the Ganges-water.
୩. ଅନ୍ତିମ କାଳରେ ମୂମୂର୍ଷୁ ବ୍ୟକ୍ତିକୁ ଗଙ୍ଗାକୂଳକୁ ନେଇ ତାହା ଅଙ୍ଗକୁ ଗଙ୍ଗାନଦୀର ଜଳ ସ୍ପର୍ଶ କରିବା ଅବସ୍ଥାରେ ଗଙ୍ଗାକୂଳରେ ଶୁଆଇବା — ୩. To lay a dying man on the shore of the Ganges so that a part of the body touches the water. (the idea of the Hindus is that a man goes to heaven if he dies touching the Ganges-Water).