ଗଙ୍ଗାଦ୍ୱାର

ଉଇକିଅଭିଧାନ‌ରୁ

ଗଙ୍ଗାଦ୍ୱାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)[ସମ୍ପାଦନା]

ହରଦ୍ୱାର — Haradwar (in North India)

[ଦ୍ରଷ୍ଟବ୍ୟ —ଗଙ୍ଗା ସମୁଦ୍ର ପତ୍ତନରୁ ୧୩୮: ଫୁଟ ଉଚ୍ଚ ଗଙ୍ଗୋତ୍ତରୀ ପାହାଡ଼ରୁ ବାହାରି ମନ୍ଦାକିନୀ ଓ ଅଳକନନ୍ଦା ଏପରି ଦୁଇଟି ଶାଖାରେ ହରିହ୍ୱାରଠାରେ ପଥୁରିଆ ସ୍ଥାନେରେ ପୃଥିବୀରେ ଅବତୀର୍ଣ୍ଣ ହୋଇଅଛି ଏହିଠାରେ ଦକ୍ଷପ୍ରଜାପତି ଯଜ୍ଞ କରିଥିବାର ପୁରାଣରେ ବର୍ଣ୍ଣିତ]