ଗଙ୍ଗାଳ

ଉଇକିଅଭିଧାନ‌ରୁ

ଗଙ୍ଗାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଗର; ତୁଳନା - ପ଼ର୍ଟୁଗୀଜ୍. ଗାମେଲା)[ସମ୍ପାଦନା]

ବହୁତ ଖାଦ୍ୟ ଦ୍ରବ୍ୟ (ଭାତ, ତରକାରୀ, ଖିରିଆଦି) ବା ଜଳ ସମ୍ଭାଇବା ଭଳି ଦୁଇ ପାଖରେ କଡ଼ାଲଗା ବଡ଼ ପିତଳ କୁଣ୍ଡବିଶେଷ —Big brass-vessel with rings as holders intended to carry a large quantity of food to some distance to serve to many people in a feast.