ଗଚ୍ଛାଗଚ୍ଛି

ଉଇକିଅଭିଧାନ‌ରୁ

ଗଚ୍ଛାଗଚ୍ଛି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁଚ୍ଛ)[ସମ୍ପାଦନା]

୧. ବହୁ ବସ୍ତୁକୁ ସଜ୍ଜିତ କରିବା; ସଜ୍ଜା —୧. Fitting up many things; arranging.
୨. ଦୁଇ ବସ୍ତୁକୁ ପରସ୍ପର ସାଙ୍ଗେ ତୁଳନା କରିବା; କଛାକଛି — ୨. Comparison between two things.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ସୁସଜ୍ଜିତ —୧. Well-arranged; fitted up.
୨. ପରସ୍ପର ସଙ୍ଗେ ମେଳ ଖାଉଥିବା (ଦୁଇ ବସ୍ତୁ) — ୨. (two things) Exactly tallying with each other.

ଆତ୍ମା ବ୍ରହ୍ମର ଗଛାଗଛି ବାନ୍ଧି ଥୋଇଲା ପ୍ରାୟେ ଅଛି—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ