ଗଚ୍ଛିତ

ଉଇକିଅଭିଧାନ‌ରୁ

ଗଚ୍ଛିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଗୁଚ୍ଛ)[ସମ୍ପାଦନା]

୧. ସ୍ତୁପୀକୃତ; ପୁଞ୍ଜୀକୃତ — ୧. Garhered; amassed; hoarded.
୨. ନ୍ୟସ୍ତ; ନିକ୍ଷିପ୍ତ; ଅନ୍ୟ ବ୍ୟକ୍ତି ନିକଟରେ ରକ୍ଷିତ — ୨. Deposited; endtrusted; kept.
୩. ନିହିତ —୩. Contained in