ଗଛାଇବା

ଉଇକିଅଭିଧାନ‌ରୁ

ଗଛାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ଅମୁକ ପଦାର୍ଥ ସଙ୍ଗେ ତୁଳନାରେ)[ସମ୍ପାଦନା]

୧. ସମାନ ହେବା — ୧. To be equal to; to tally with another thing in comparison.

କଜ୍ଜ୍ୱଳକୁ ଘେନି ସେ ତଳକୁ ବୋହିଲା ତେତେବେଳେ ମୁଖେ ଚନ୍ଦ୍ରଙ୍କୁ ଗଛାଇଲା—କୃଷ୍ଣସିଂହ. ମହାଭାରତ. ବନ

୨. ସଜାଇବା —୨. To furnish; to equip.

ଅଛି ଯେତେ ଜାତି ଫୁଲ, ସବୁ ମୁଁ କରିବି ଠୁଳ ଗଛାଇବି ପରିଶେଷେ ଯଥାଯଥ ସ୍ଥାନେ—ଭକାରୀ. କଟକବିଜୟ

୩. (ସଂସ୍କୃତ - ଗୁଚ୍ଛ) ଗଦା କରିବା — ୩. To accumulate; to amass.
୪. ଗଛବାର ଣିଜନ୍ତରୂପ — ୪. The causative form of Gachhibā
୫. ଖଟାଇବା; ପ୍ରଯୁକ୍ତ କରିବା —୫. To apply.