ଗଛ ଉପାଡ଼ିବା
ଦେଖଣା
ଗଛ ଉପାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଛ ଉପାଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପାଳିଜର ଓ କମ୍ପଜରରେ ଆକ୍ରାନ୍ତ ରୋଗୀର ନାମ ସହିତ ନିର୍ଦ୍ଦିଷ୍ଟ ମନ୍ତ୍ର ଉଚ୍ଚାରଣପୂର୍ବକ ଜରର ପାଳି ଦିନ ବଜ୍ରମୂଳୀଆଦି ଗୁଳ୍ମକୁ ଉପାଡ଼ିବା — To uproot the Bajramūḻī or some other plant by uttering some secret formulæ on the day on which intermittent fever or ague is expected to attack a person.
[ ଦ୍ର—ଗଛ ଉପାଡ଼ିଲେ ପାଳିଜର ଓ କମ୍ପଜର ଛାଡ଼ିଯାଏ, ଏହା ଅନୁଭବରେ ଦେଖା ଯାଇଅଛି ]