Jump to content

ଗଛ କାଟିବା

ଉଇକିଅଭିଧାନ‌ରୁ

ଗଛ କାଟିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶିଆଳମାନେ ତାଡ଼ି ବାହାର କରିବା ପାଇଁ ଖଜୁରି ଗଛ ବେକ ପାଖରେ ଛିଦ୍ର କରିବା — ୧. To tap a date-tree for juice.
୨. ଗଛକୁ ତଳରେ ପକାଇବା ନିମନ୍ତେ ମୂଳ ହାଣିବା — ୨. To fell a tree.