ଗଜକଚ୍ଛପଯୁଦ୍ଧ
ଗଜକଚ୍ଛପଯୁଦ୍ଧ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ବିଶେଷ୍ୟ -[ସମ୍ପାଦନା]
- ୧. ମହାଭାରତ ବର୍ଣ୍ଣିତ ହାତୀ ଓ କଇଁଛ ମଧ୍ୟରେ ଯୁଦ୍ଧ (ଏହାଙ୍କୁ ଗରୁଡ଼ ନେଇ ଭକ୍ଷଣ କରିଥିଲା) —୧. The fight between the elephants and the tortoise described in the Mahābhārata.
- ୨. (ଲକ୍ଷଣାର୍ଥ) ଦୁଇ ସ୍ଥୁଳକାୟ ବ୍ୟକ୍ତିଙ୍କ ମଧ୍ୟରେ ମଲ୍ଲଯୁଦ୍ଧ — ୨. Fight between two stout and hardy persons.