Jump to content

ଗଜକାଠି

ଉଇକିଅଭିଧାନ‌ରୁ

ଗଜକାଠି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମାଟିଆମାନଙ୍କର ଖନ୍ଦକ ଓ ମାଟିକାମ ମାପିବା ଦଣ୍ଡବିଶେଷ —୧. A yard-measure to measure ditches and earth-work (used by earth-diggers).
୨. ଗଜ, ଫୁଟ ଓ ଇଞ୍ଚ ମାପିବା ପରିମାଣ ଦଣ୍ଡବିଶେଷ — ୨. A rod marked with divisions of inches feet and yards.
୩. ବନ୍ଧୁକରେ ବାରୁଦ ଖୁନ୍ଦିବାର କାଠି —୩. Ram-rod.

ଗଜ ଉଦ୍ଧାର ଗଜ କାଠି, ନଳୀରେ ଧରିଥାଅ ଯୋଖି ରାମଦାସ. ଦାର୍ଢ୍ୟତାଭକ୍ତି