ଗଜକାଠି
ଦେଖଣା
ଗଜକାଠି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଜକାଠି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାଟିଆମାନଙ୍କର ଖନ୍ଦକ ଓ ମାଟିକାମ ମାପିବା ଦଣ୍ଡବିଶେଷ —୧. A yard-measure to measure ditches and earth-work (used by earth-diggers).
- ୨. ଗଜ, ଫୁଟ ଓ ଇଞ୍ଚ ମାପିବା ପରିମାଣ ଦଣ୍ଡବିଶେଷ — ୨. A rod marked with divisions of inches feet and yards.
- ୩. ବନ୍ଧୁକରେ ବାରୁଦ ଖୁନ୍ଦିବାର କାଠି —୩. Ram-rod.
ଗଜ ଉଦ୍ଧାର ଗଜ କାଠି, ନଳୀରେ ଧରିଥାଅ ଯୋଖି ରାମଦାସ. ଦାର୍ଢ୍ୟତାଭକ୍ତି