Jump to content

ଗଜଗତି

ଉଇକିଅଭିଧାନ‌ରୁ

ଗଜଗତି

ଉଚ୍ଚାରଣ

[ସମ୍ପାଦନା]
(ଗଜଗତି—ସ୍ତ୍ରୀ) 

ସଂସ୍କୃତ - ବି—(୬ଷ୍ଠୀ ତତ୍; ଗଜ+ଗତି)

[ସମ୍ପାଦନା]

ହାତୀର ଧୀର ଚାଲି — The stately gait of an elephant.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ହାତୀ ପରି ଧୀରେ ଧୀରେ ଚାଲିବା (ବ୍ୟକ୍ତି) —(person) Having the stately gait of an elephant.