ଗଜଗତି

ଉଇକିଅଭିଧାନ‌ରୁ

ଗଜଗତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗଜଗତି—ସ୍ତ୍ରୀ) 

ସଂସ୍କୃତ - ବି—(୬ଷ୍ଠୀ ତତ୍; ଗଜ+ଗତି)[ସମ୍ପାଦନା]

ହାତୀର ଧୀର ଚାଲି — The stately gait of an elephant.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)[ସମ୍ପାଦନା]

ହାତୀ ପରି ଧୀରେ ଧୀରେ ଚାଲିବା (ବ୍ୟକ୍ତି) —(person) Having the stately gait of an elephant.