ଗଜଗମନା

ଉଇକିଅଭିଧାନ‌ରୁ

ଗଜଗମନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗଜଗମନ—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବହୁବ୍ରୀହି; ଗଜର ଗମନ ପରି ଗମନ ଯାହାର)[ସମ୍ପାଦନା]

ଯେଉଁ ସ୍ତ୍ରୀ ହାତୀ ଭଳି ନିଃଶବ୍ଦରେ ଚାଲେ — (a woman) Having the stately and leisured gait of the elephant.