ଗଜଦନ୍ତା

ଉଇକିଅଭିଧାନ‌ରୁ

ଗଜଦନ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗଜଦାନ୍ତୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଗଜ ଓ ଦନ୍ତୁର)[ସମ୍ପାଦନା]

ଛାମୁଦାନ୍ତୁରା; ଯେଉଁ ବ୍ୟକ୍ତିର ପାଟିର ଛାମୁଦାନ୍ତ ଦୁଇଟି ଅତି ବଡ଼ — (a person) Having two of the front teeth very big and protruding.