Jump to content

ଗଜାମରୁଡ଼ି

ଉଇକିଅଭିଧାନ‌ରୁ

ଗଜାମରୁଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କ୍ଷେତରେ ବୁଣା ହୋଇଥିବା ଧାନ ଗଜା ହେବା ସମୟରେ ବର୍ଷା ନ ହେଲେ ଖରାତେଜରେ ଧାନଗୁଡିକ ମରିଯିବା — The withering of newly sprouting paddy-plants caused by draught.