ଗଜାମୁଗ

ଉଇକିଅଭିଧାନ‌ରୁ

ଗଜାମୁଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଓଷାଆଦିରେ ଖାଇବା ପାଇଁ ପାଣିରେ ବତୁରା ହୋଇ ଗଜୁରିଥିବା ଗୋଟା ମୁଗ — ୧. Grains of muga made to germinate by being kept immersed in water for some time.

ମହାପ୍ରସାଦ ଗଜାମୁଗ, ଯେ ନାନା ବିଧି ତୋର ଭୋଗ ଭୁପତି. ପ୍ରେମପଞ୍ଚାମୃତ

୨. ଦେବଭୋଗ ଗଜାମୁଗ ପରସ୍ପର ମୁଖରେ ଦିଆଦେଇହୋଇ ବନ୍ଧୁତ୍ୱ ସୂତ୍ରରେ ଆବଦ୍ଧ ଥିବା ବ୍ୟକ୍ତି ଦ୍ୱୟ — ୨. Two persons who form god-relation ship by feeding each other grains of sprouted 'muga' which has been offered to a Deity.

ଆସ ଆସ ଗଜାମୂଗ ଖଞ୍ଜଣି ବଜାର—ଶିଶୁଗୀତ