ଗଜା ବରଡ଼ା

ଉଇକିଅଭିଧାନ‌ରୁ

ଗଜା ବରଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ବାଣପୁର ଓ ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ଚାଷ ଓ ମଇ ଦିଆ ଯାଇଥିବା କାଦୁଆ ଜମିରେ ଗଜା କରାଯାଇ ଥିବା ଧାନକୁ ଛାଟିବା —The process of casting sprouted paddy-seeds in a clayey field after ploughing and levelling it up.