Jump to content

ଗଜୀ

ଉଇକିଅଭିଧାନ‌ରୁ

ଗଜୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗଜ+ସ୍ତ୍ରୀ. ଈ)

[ସମ୍ପାଦନା]

ହାତୁଣୀ;— ମାଈହାତୀ —A female elephant.

ବୈଦେଶଜ - ବିଶେଷ୍ୟ - (ଫା)

[ସମ୍ପାଦନା]

ମୋଟ କମ ଚଉଡ଼ା ଦେଶୀ ବୁଣା ସୂତା ଲୁଗା; ଖଦି — A coarse and narrow loin-cloth woven in this country.