ଗଜ୍ଗଜ୍

ଉଇକିଅଭିଧାନ‌ରୁ

ଗଜ୍ଗଜ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. (ନର୍ଦ୍ଦମା ବା ନାଳିର ମଇଳା— ପାଣି ମଧ୍ୟରେ ବହୁ ସଂଖ୍ୟକ ଲାଙ୍ଗୁଡ଼ା ପୋକ ଉପୁଜିବା ଭଳି) କୌଣସି ପଦାର୍ଥ ଅଧିକ ସଂଖ୍ୟାରେ ଦେଖାଯିବା — ୧. To appear on the surface (of a drain or gutter) in myriads (like maggots).
୨. ଅପରିମିତ ବା ଅସଂଖ୍ୟ ହେବା — ୨. To become innumerable; to abbound.

(ଯଥା—ତାଙ୍କ ପାଖରେ ଟଙ୍କା ଗଜ୍ଗଜ୍ ହେଉଛି)

୩. ତରଳ ପଦାର୍ଥର କୋମଳ ପତନଶବ୍ଦ — ୩. Soft sound of a liquid falling down.
୪. ଅଜୀର୍ଣ୍ଣ ଦୋଷରେ (ପେଟ) ଶବ୍ଦ କରିବା — ୪. To rumble (as undigested) food in the stomach.
୫. ଉତୁରି ପଡ଼ିବା; ପୂର୍ଣ୍ଣ ହେବା — ୫. To be full to the brim.