ଗଞ୍ଜଣା

ଉଇକିଅଭିଧାନ‌ରୁ

ଗଞ୍ଜଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଞ୍ଜନା)[ସମ୍ପାଦନା]

୧. ଖୁଣ୍ଟା; ଦୋଷପ୍ରଦର୍ଶନପୂର୍ବକ କଟୁକ୍ତି —୧. Harsh reference to one's faults accompanied with reproach.

ଗଞ୍ଜଣା କରିଣ କୋପେ କହଇ ବାଣୀ ପ୍ରାଚୀ. ଶଶିଶେଣା

୨. ଭର୍ତ୍ସନା; ଗାଳି —୨. Abuse.
୩. ଲାଞ୍ଜ୍ଛନା; ଅବମାନନା; ଅବଜ୍ଞ୍ଜା —୩. Disrespect; slight.
୪. ଅନ୍ୟର ତିରସ୍କାରଦ୍ୱାରା ଉତ୍ପନ୍ନ ଯନ୍ତ୍ରଣା — ୪. Pain given by abusive language.
୫. ଯାତନାଭୋଗ; କଷ୍ଟଭୋଗ — ୫. Harassment; suffering.
୬. (ଗଞ୍ଜନାର ବିଷୟ) ଲୋକାପବାଦ; କଳଙ୍କ — ୬. Scandal; slander.