ଗଞ୍ଜାଗୋଲା
ଯେଉଁ ଗୋଦାମରେ ଗଭର୍ଣ୍ଣମେଣ୍ଟ—କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଗଞ୍ଜାଇ ସଞ୍ଚିତ ହୋଇଥାଏ — The Government store-house whence licenses indent ganja.