ଗଞ୍ଜି

ଉଇକିଅଭିଧାନ‌ରୁ

ଗଞ୍ଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଇଂ ଗଜ୍ ବା ଗନ୍ସିଫ୍ରକ୍)[ସମ୍ପାଦନା]

ମୋଟା ସୂତାରେ ଜାଲ ବୁଣା ରୀତିରେ ବୁଣା ହୋଇଥିବା ଓ କୁର୍ତ୍ତା ଭିତରେ ଦେହ ଉପରେ ପିନ୍ଧାଯିବା ଏକ ପ୍ରକାର ଛୋଟ ଜାମା — A guernsey frock or netlike under wear; banian.

[ଦ୍ରଷ୍ଟବ୍ୟ —ଏ କୁର୍ତ୍ତା ପିନ୍ଧିବାଲୋକର ଦେହରେ ଜାପି ହୋଇ ଜଡ଼ି ରହେ]