ଗଞ୍ଜି
ଦେଖଣା
ଗଞ୍ଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଇଂ ଗଜ୍ ବା ଗନ୍ସିଫ୍ରକ୍)
[ସମ୍ପାଦନା]ମୋଟା ସୂତାରେ ଜାଲ ବୁଣା ରୀତିରେ ବୁଣା ହୋଇଥିବା ଓ କୁର୍ତ୍ତା ଭିତରେ ଦେହ ଉପରେ ପିନ୍ଧାଯିବା ଏକ ପ୍ରକାର ଛୋଟ ଜାମା — A guernsey frock or netlike under wear; banian.
[ଦ୍ରଷ୍ଟବ୍ୟ —ଏ କୁର୍ତ୍ତା ପିନ୍ଧିବାଲୋକର ଦେହରେ ଜାପି ହୋଇ ଜଡ଼ି ରହେ]