ଗଞ୍ଜିକା

ଉଇକିଅଭିଧାନ‌ରୁ

ଗଞ୍ଜିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ଗଞ୍ଜ+ଇକ+ଆ)—ମଦିରାଗୃହ; ମଦଦୋକାନ — ୧. A grog-shop; tavern; a liquor-shop.
୨. ଗଞ୍ଜା; ଗଞ୍ଜେଇ —୨. Gan̄jā Indain hemp.

[ଦ୍ରଷ୍ଟବ୍ୟ —ଗଞ୍ଜେଇ ଅର୍ଥରେ ଏହା ସଂସ୍କୃତ ଶବ୍ଦ ନୁହେ ବୋଲି କେତେକ ସଂସ୍କୃତ ଅଭିଧାନକାରଙ୍କ ମତ; ସଂସ୍କୃତ ନାମ ଭଙ୍ଗା କେତେକ ସଂସ୍କୃତ କୋଷରେ ଗଞ୍ଜେଇ ଅର୍ଥରେ ଗଞ୍ଜା, ଗଞ୍ଜଜିକା, ଗଞ୍ଜାକିନା, ଗଞ୍ଜିକା, ବ୍ୟବହୃତ ହେବାର ଦେଖାଯାଏ ମହାଦେବ ଭାଙ୍ଗ ପିଉଥିଲେ ଗଞ୍ଜାଇଧୂଆଁ ଖାଉ ନ ଥିଲେ; ଗଞ୍ଜାଇ ଧୁଆଁଖାଇବା ଅପେକ୍ଷାକୃତ ଆଧୁନିକ କାଳର ସୃଷ୍ଟି ବୋଲି ଅନୁମିତ ହୁଏ]