ଗଟାପର୍ଚା
ଗଟାପର୍ଚା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ମାଳାୟ ଭାଷା. ଗଟା=ଅଠା+ପର୍ଚା=ଗଛ; ଇଂରାଜୀ - ଗଟ୍ଟାପର୍ଚା)
[ସମ୍ପାଦନା]ମାଳୟ ଦ୍ୱୀପପୁଞ୍ଜର କେତେକ ବୃକ୍ଷର ଅଠାକୁ ଶୁଖାଇ ଘନୀଭୂତ କରି ତହିଁରୁ ପ୍ରସ୍ତୁତ କରିବା ରବରପରି ବସ୍ତୁ —Guttapercha.
[ଦ୍ରଷ୍ଟବ୍ୟ —ଏହା ରବର ପରି କୋମଳ କିନ୍ତୁ ରବରଠାରୁ ବହୁକାଳ ସ୍ଥାୟୀ, ଏହା ବିଜୁଳିବତି ଓ ଟେଲିଗ୍ରାମ ଆଦିର ତାର ଉପରେ ମଡ଼ା— ଯାଏ ଓ ଏଥିରେ ନାନାଦି ଖେଳନା ତିଆରି ହୁଏ]