ଗଟ୍ଠା

ଉଇକିଅଭିଧାନ‌ରୁ

ଗଟ୍ଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଗ୍ରନ୍ଥି) ବଡ଼ ଗଣ୍ଠିରି; ଗଣ୍ଠିରା — ୧. Big package.
୨. ମାପିବା ଚେନ୍ ବା ଜରୀବର ତିନି ଭାଗରୁ ଏକ ଭାଗ — ୨. One thirde of land—mesuring chain.

=== ଦେଶଜ - (ମେଦିନୀପୁର) ବି—(ଏତେ) ଗୋଟା — (so many) Pieces, bits or persons.