ଗଡ଼ଗଡ଼ା

ଉଇକିଅଭିଧାନ‌ରୁ

ଗଡ଼ଗଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ଼ ଧାତୁ=ଭୂମିରେ ଲୋଟିବା)[ସମ୍ପାଦନା]

୧. ଭୂମିରେ ଶଗଡ଼ଚକ ପରି ଗଡ଼ିଗଡ଼ି ଯିବା — ୧. Rolling on the ground like a wheel.
୨. ଚକ ପରି ଥରେ ଘୁରିବା —୨. Completion of the rolling or circuit while moving.

(ଯଥା—ସେ ତିନି ଗଡ଼ଗଡ଼ା ଦେଇ ବନ୍ଧତଳେ ଯାଇଁ ପଡ଼ିଲେ)

୩. ଭୂମିରେ ଗୋଲାକାର ବସ୍ତୁର ଗଡ଼ିବା ଅବସ୍ଥା — ୩. State of a round thing rolling on the ground.
୪. କାମ କରିବା ପରେ ଖାଲି ପାତ୍ର ଭୂମିରେ ଗଡ଼ୁଥିବା — ୪. Rolling on the ground of empty pots after the contents have been used.
୫. (ଲକ୍ଷଣାର୍ଥ) ଦରକାର ବା ବ୍ୟବହାର ଶେଷ ହେବା ପରେ ଅନାଦୃତ ହେବା —୫. Being neglected after use.

ବଇଦ ପଇଡ଼ ମଦଘଡ଼ା, କାମ ସରିଲେ ଗଡ଼ଗଡ଼ା ତଗ

୬. (ଧ୍ୱନ୍ୟନୁକରଣ) ଗୁଡ଼ାଖୁ ଖାଇବାର ଛୋଟ ହୁକା — ୬. Hubble-bubble.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଗଡ଼ଗଡ଼ିଆ (ଦେଖ) - Gaṟḍ̠agaṟḍ̠iā (See)