ଗଡ଼ଗଡ଼ାଇବା

ଉଇକିଅଭିଧାନ‌ରୁ

ଗଡ଼ଗଡ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. ଏଣେ ତେଣେ ଗଡ଼ିବା — ୧. To rool about.
୨. ଶଗଡ଼ଚକ ଟାଣୁଆ ସମତଳ ଭୂମିରେ ଗଡ଼ିଯିବା ଭଳି ଶବ୍ଦ କରି ଗଡ଼ି ଯିବା —୨. To roll on the ground with a ratting sound like that of a wheel rolling on a solid surface.
୩. ଭୂମିରେ ଗଡ଼ପଡ଼ ହେବା; ନିଜ ଶରୀରକୁ ଭୂମିରେ ଲୋଟାଇ ଚକ ପରି ଗଡ଼ିବା; ଭୂମିରେ ଲୋଟିବା — ୩. To roll one's body on the ground.

ବଡ଼ବଡ଼ୁଆ ହୋ ଆଲୁଏ ଆସ ଅନ୍ଧାରେ ଯାଅ, ବାଇସିପାହାଞ୍ଚରେ ମହାପ୍ରସାଦ ଖାଇ ଗଡ଼ଗଡ଼ିଆ ଥାଅ ପ୍ରବଚନ

୪. ଅପର୍ଯ୍ୟାପ୍ତ ସଂଖ୍ୟାରେ ଅଯତ୍ନରୂପେ ମିଳିବା ବା ଦେଖା ଯିବା ବା ପଡ଼ି ରହିବା —୪. To be fdound everywhere; to abound (connothing a great number and neglect.)

(ଯଥା—ଆଜିକାଲି ଶହ ଶହ ବିଶେଷ୍ୟ - ଏ. ପାଶ୍ କଲାବାଲା ଦେଶରେ ଗଡ଼ଗଡ଼ାଉ ଅଛନ୍ତି)

୫. ଖାଲି ହାଣ୍ଡି ମାଠିଆ ଭଳି ଇତସ୍ତତଃ ଗଡ଼ିବା — ୫. To roll here and there like empty pots.