ଗଡ଼ଘାଲି

ଉଇକିଅଭିଧାନ‌ରୁ

ଗଡ଼ଘାଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - (ପ୍ରାଚୀନ) କ୍ରି.ବିଶେଷଣ -[ସମ୍ପାଦନା]

୧. ମୁଣ୍ଡକୁ ଭୂମିରେ ଲଗାଇ (ପ୍ରଣାମ କରିବା) —୧. In a crouching manner.
୨. ଦଣ୍ଡ଼ବତ ପ୍ରକାରେ —୨. Touching the ground whit one's head; bowing one's self low on the ground.


ପାତା ସମୀପେ ଧେନୁ ଥୋଇ, ଚରଣେ ଗଡ଼ଘାଲି ଶୋଇ ଜଗନ୍ନାଥ. ଭାଗବତ