ଗଡ଼ଘାଲି
ଦେଖଣା
ଗଡ଼ଘାଲି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଡ଼ଘାଲି
|
ଦେଶଜ - (ପ୍ରାଚୀନ) କ୍ରି.ବିଶେଷଣ -
[ସମ୍ପାଦନା]- ୧. ମୁଣ୍ଡକୁ ଭୂମିରେ ଲଗାଇ (ପ୍ରଣାମ କରିବା) —୧. In a crouching manner.
- ୨. ଦଣ୍ଡ଼ବତ ପ୍ରକାରେ —୨. Touching the ground whit one's head; bowing one's self low on the ground.
ପାତା ସମୀପେ ଧେନୁ ଥୋଇ, ଚରଣେ ଗଡ଼ଘାଲି ଶୋଇ ଜଗନ୍ନାଥ. ଭାଗବତ