ଗଡ଼ଜାତିଆ
ଦେଖଣା
ଗଡ଼ଜାତିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗଡ଼ଜାତିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗଡ଼ଜାତବାସୀ — ୧. Resident of the Gaṟḍ̠ajāts.
- ୨. ଗଡ଼ଜାତ ସମ୍ୱନ୍ଧୀୟ — ୨. Pertaining to the Gaṟḍ̠ajāts.
- ୩. ଗଡ଼ଜାତ ପରି ଜଙ୍ଗଲି —୩. Jungly; wild.
- ୪. ଓଲ୍ଲୁ (ବ୍ୟକ୍ତି) —୪. Stupid; simpleton.
[ଦ୍ରଷ୍ଟବ୍ୟ —ତୁଳ. ମଫସଲିଆ, ଆଳିଆ, ତଳହଟିଆ]