Jump to content

ଗଡ଼ଦମ୍ଗୋଲ୍

ଉଇକିଅଭିଧାନ‌ରୁ

ଗଡ଼ଦମ୍ଗୋଲ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ହଟ୍ଟଗୋଳ; ଗୋଳମାଳ; ଘୋଘା — ୧. Ado.
୨. ଦଙ୍ଗାହାଙ୍ଗାମା; କଳିଗୋଳ —୨. Affray.