ଗଡ଼ପ୍ କରିବା

ଉଇକିଅଭିଧାନ‌ରୁ

ଗଡ଼ପ୍ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. କୌଣସି ବସ୍ତୁକୁ ଲୁଚାଇ ଦେବା — ୧. To suppress or conceal anything.
୨. କୌଣସି ଅପରାଧ ଘୋଡ଼ାଇନେବା — ୨. To suppress or hush up an offence.
୩. ଟଙ୍କାଥିବା ଆତ୍ମସାତ୍ କରିବା — ୩. To misappropriate; to embezzle.